ଗୁଣାତ୍ମକ ଶିକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧସହିତ ସାମାଜିକ ଦାୟିତ୍ଵ ପ୍ରାପ୍ତ ଓ ଗବେଷଣା ରେ ଉତ୍କର୍ଷତା ମାଧ୍ୟମରେ ସମାଜକୁ ଯୋଗଦାନ କରବା
ଅନୁଷ୍ଠାନର ମିଶନ୍
ଉତ୍ପାଦନଶୀଳ ଶିକ୍ଷାଦାନ ଏବଂ ଜ୍ଞାନର ପ୍ରସାର କରାଇବା ।
ଯୁବ ମସ୍ତିସ୍କର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରାଇବା ।
ସେମାନଙ୍କୁ ସମାଜ ପ୍ରତି ଦାୟିତ୍ବବାନ କରାଇବା ।
ମାନବିକ ସାମର୍ଥ୍ୟକୁ ପୂର୍ଣ୍ଣ ପରିମାଣରେ ବିକଶିତ କରିବା, ଯାହା ଦ୍ଵାରା ବୌଦ୍ଧିକ ଭାବରେ ସକ୍ଷମ ଏବଂ ସୃଜନିସିଳ ଭାବରେ ପ୍ରତିଭାଶାଳୀ ତଥା ନେତୃତ୍ଵ ଦକ୍ଷତା ବିକଶିତ ହୋଇପାରିବେ।
ଶିକ୍ଷାଗତ ସ୍ୱାଧୀନତା ପ୍ରଦାନ କରାଇବା , ଏହାର ଅଧ୍ୟାପକ ଏବଂ ଛାତ୍ରମାନଙ୍କୁ କୌଣସି ଭୟ, ଅନୁଗ୍ରହ ଏବଂ ଦ୍ୱିଧା ବିନା ସମାଲୋଚନାମୂଳକ ଅନୁସନ୍ଧାନ ଏବଂ ଚିନ୍ତାଧାରାର ଆଦାନପ୍ରଦାନରେ ସାମିଲ ହେବାକୁ ଅନୁମତି ପ୍ରଦାନ କରିବ ।
ଉଚ୍ଚଶିକ୍ଷାର ଆହ୍ଵାନ ଗୁଡ଼ିକୁ ପୂରଣ କରିବା ପାଇଁ ଉପାୟ ଖୋଜିବା ପାଇଁ ଏହାର ଶିକ୍ଷାବିତ୍, ଗବେଷଣା, ସମ୍ପ୍ରସାରଣ ଏବଂ ସହଯୋଗ କରାଇବା ଏବଂ ଅବଦାନ କରାଇବା ।
ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସ୍ଥାନାନ୍ତରକୁ ଉତ୍ସାହିତ ଏବଂ ସହଜ କରାଇବା ।
ଏକ ମାନବବାଦୀ ମନୋଭାବ ଏବଂ ସେବା ମନୋଭାବ ପ୍ରଦାନ କରାଇବା ।
ସୃଜନଶୀଳ ସ୍ଥାନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସାମର୍ଥ୍ୟକୁ ସାକାର କରିବାନିମନ୍ତେ ପ୍ରେରିତ କରାଇବା ।
ଉଦ୍ଦେଶ୍ୟ
ପ୍ରତିକ୍ରିୟାଶୀଳ ଏବଂ ନୈତିକ ପରିଚାଳକ, ଟେକ୍ନୋକ୍ରାଟ୍, ଉଦ୍ୟୋଗୀ ଏବଂ ଗବେଷକମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଏକ ଶିକ୍ଷ ଶିକ୍ଷଣୀୟ ପରିବେଶ ପ୍ରଦାନ କରିବା।
ଅଭିନବ ଏବଂ ଅତ୍ୟାଧୁନିକ ଶିକ୍ଷା ଏବଂ ଗବେଷଣା ମାଧ୍ୟମରେ ଆମର ଛାତ୍ର ଏବଂ ଶିକ୍ଷକମାନଙ୍କ ମଧ୍ୟରେ ନିଷ୍ପତ୍ତି ନେବାର ଦକ୍ଷତା ଏବଂ ପ୍ରଶାସନିକ ଦକ୍ଷତା ବିକାଶତ କରିବା।
ଗୁଣାତ୍ମକ ଶିକ୍ଷା, ଗବେଷଣା ଏବଂ ପରାମର୍ଶ କ୍ଷେତ୍ରରେ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂଯୋଗ ସ୍ଥାପନ କରିବା।